Playing via Spotify Playing via YouTube
Skip to YouTube video

Loading player…

Scrobble from Spotify?

Connect your Spotify account to your Last.fm account and scrobble everything you listen to, from any Spotify app on any device or platform.

Connect to Spotify

Dismiss

A new version of Last.fm is available, to keep everything running smoothly, please reload the site.

Sakale Dakanti - Lyrics

ନୟନୁ ଯାହାର ଲୋତକ ମୋ ପାଇଁ ବୋହିଲା
ମୋ ନୟନେ ସେ ତୋ ପରମ ପୂଜ୍ୟା ମହିଳା
ଭଲ ପାଇବାର କଳଙ୍କ କୁ ଚନ୍ଦନ କରି ଦେହରେ ମନରେ ଲିପି
ନିଜର ପ୍ରଣୟ କୁ ଅସାମାନ୍ୟ ଭାବି
ନିଜର ପ୍ରିୟା କୁ ଅତୁଳନୀୟ ମନେ କରି କବି ଖୋଜେ
ପ୍ରେମ ର ସବୁଠୁ ଅନ୍ତରଙ୍ଗ ଭାଷା

ସକଲେ ଡାକନ୍ତି ତମେ ତମେ ବୋଲି (2)
ସେ ତମେ ର ମୂଲ ନାହିଁ
ତମେ ଯେବେ ମୋତେ ତମେ ବୋଲି କହ
ଏତେ ମିଠା କାହିଁ ପାଇଁ (2)
ସକଲେ ଡାକନ୍ତି ତମେ ତମେ ବୋଲି ll1ll
ଦୁଇଟି ଅକ୍ଷରେ କିଣି ନେଲା ପରି, କାନ କୁ ମୋହର ଲାଗେ (2)
ଓଠ ତବ ସାକ୍ଷୀ ଭରି ଦିଏ ତାକୁ କି ଗଭୀର ଅନୁରାଗେ
କେତେ ତ ଡାକନ୍ତି ଦିନ ରାତି ସଦା
ଶୁଣ ଶୁଣ ବୋଲି ମୋତେ
ତମେ ଯେବେ ଆଖି ଠାରି ଶୁଣ କୁହ
କେଜାଣି କି ପ୍ରାଣୀ ଘଟେ (2)
ସକଲେ ଡାକନ୍ତି ତମେ ତମେ ବୋଲି ll2ll
ହେ ପ୍ରେମ ଦେବତା ଏ ପ୍ରେମୀ ଯୁଗଳେ
କରୁଣା ତୋମର ଥାଉ
ତମେ ଶୁଣ ତଳେ ଦୁଇଟି ଛାତିର ଡାକ ଦୁହେଁ ଚିହ୍ନି ପାଉଂ
କେତେ ତ ଡାକନ୍ତି
କେତେ ତ ଡାକନ୍ତି ଦିନ ରାତି ସଦା
ଶୁଣ ଶୁଣ ବୋଲି ମୋତେ
ତମେ ଯେବେ ଆଖି ଠାରି ଶୁଣ କୁହ
କେଜାଣି କି ପ୍ରାଣୀ ଘଟେ (2)
ସକଲେ ଡାକନ୍ତି ତମେ ତମେ ବୋଲି
ସେ ତମେ ର ମୂଲ ନାହିଁ
ତମେ ଯେବେ ମୋତେ ତମେ ବୋଲି କହ
ଏତେ ମିଠା କାହିଁ ପାଇଁ (2)
ସକଲେ ଡାକନ୍ତି ତମେ ତମେ ବୋଲି ll3ll

Don't want to see ads? Subscribe now

API Calls