Playing via Spotify Playing via YouTube
Skip to YouTube video

Loading player…

Scrobble from Spotify?

Connect your Spotify account to your Last.fm account and scrobble everything you listen to, from any Spotify app on any device or platform.

Connect to Spotify

Dismiss

A new version of Last.fm is available, to keep everything running smoothly, please reload the site.

Bhala Jadi Paucha - Lyrics

ଭଲ ଯଦି ପାଉଚ ତ ଭଲ ପାଅ
ହେଲେ ସର୍ତ୍ତ ରଖ ନା
ସର୍ତ୍ତ ରଖୀ ପ୍ରେମ କଲେ
ସେ ପ୍ରେମ ର ହା ଏ ଆୟୁ ବଡେ ନା
ପ୍ରେମ ଏକ ଛୁଟ ପିଲା
ସବୁବେଳେ ଭାରି ଗେଲା
ମାପି ଚୁପି କେବେ ସିଏ ବାଟ ଚାଲେନା
ଭଲ ଯଦି ପାଉଚ ତ ଭଲ ପାଅ
ହେଲେ ସର୍ତ୍ତ ରଖ ନା
ସର୍ତ୍ତ ରଖୀ ପ୍ରେମ କଲେ
ସେ ପ୍ରେମ ର ହା ଏ ଆୟୁ ବଡେ ନା
ଆୟୁ ବଡେ ନା
ପ୍ରେମ ସତେ ବାର ମାସି ବରଷା ଧାରା
ଏକା ଭିଜିବାକୁ ଭଲ ଲାଗେ ନା
ପ୍ରେମ ପାଇଁ ସାଥୀ ଟିଏ ନିହାତି ଲାଡା
ହାତ ଧରିଚ ତ ଛାଡି ଦିଅନା
ଓ ଓ ଓ...
ପ୍ରେମ ସତେ ବାର ମାସି
ବରଷା ଧାରା
ଏକା ଭିଜିବାକୁ ଭଲ ଲାଗେ ନା
ପ୍ରେମ ପାଇଁ ସାଥୀ ଟିଏ ନିହାତି ଲାଡା
ହାତ ଧରିଚ ତ ଛାଡି ଦିଅନା
ଓ ଓ ଓ
ପ୍ରେମ ଏକ ସିଧା ବାଟ ଚାଲି ବାଟା ନୁଏ କଷ୍ଟ
ଚାଲି ନ ପାରିଲେ କାହା ଦୋଷ ଦିଅନା
ଭଲ ଯଦି ପାଉଚ ତ ଭଲ ପାଅ
ହେଲେ ସର୍ତ୍ତ ରଖ ନା
ସର୍ତ୍ତ ରଖୀ ପ୍ରେମ କଲେ
ସେ ପ୍ରେମ ର ହା ଏ ଆୟୁ ବଡେ ନା
ମିତ୍ର ହେଇ ନ ପାରିଲେ
ଶତ୍ରୁ ହୁ ଅ ନା
କାଳେ କାହା ଅବିଶାପ ପଡିବ
ସ୍ୱାର୍ଥ ରଖି ପ୍ରେମ କଲେ
ସୁଖ ମିଳେନା କେବେ ଜିତୁ ଜିତୁ ସବୁ ହରିବ
ଓ ଓ ଓ
ମିତ୍ର ହେଇ ନ ପାରିଲେ
ଶତ୍ରୁ ହୁ ଅ ନା
କାଳେ କାହା ଅବିଶାପ ପଡିବ
ସ୍ୱାର୍ଥ ରଖି ପ୍ରେମ କଲେ
ସୁଖ ମିଳେନା
କେବେ ଜିତୁ ଜିତୁ ସବୁ ହାରିବ
ଓ ଓ ଓ
ଶତ୍ରୁ ହେଇ
ସ୍ୱାର୍ଥ ପାଇଁ
ପ୍ରେମ ବାଟ ଭୁଲ ନାଇଁ
ପ୍ରେମ ଏକ ପ୍ରତିଶ୍ରୁତି ନୁଏ ଛଳନା
ଭଲ ଯଦି ପାଉଚ ତ ଭଲ ପାଅ
ହେଲେ ସର୍ତ୍ତ ରଖ ନା
ସର୍ତ୍ତ ରଖୀ ପ୍ରେମ କଲେ
ସେ ପ୍ରେମ ର ହା ଏ ଆୟୁ ବଡେ ନା
ପ୍ରେମ ଏକ ଛୁଟ ପିଲା
ସବୁବେଳେ ଭାରି ଗେଲା
ମାପି ଚୁପି କେବେ ସିଏ ବାଟ ଚାଲେନା
ଭଲ ଯଦି ପାଉଚ ତ ଭଲ ପାଅ ହେଲେ ସର୍ତ୍ତ ରଖ ନା
ସର୍ତ୍ତ ରଖୀ ପ୍ରେମ କଲେ
ସେ ପ୍ରେମ ର ହା ଏ ଆୟୁ ବଡେ ନା
ଆୟୁ ବଡେ ନା
ଆୟୁ ବଡେ ନା

Don't want to see ads? Subscribe now

API Calls